ଓଜେଏସ୍‌ ପରୀକ୍ଷାରେ ୧୧୦ କୃତକାର୍ଯ୍ୟ

କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସ୍‌(ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ସିଭିଲ ଜଜ୍‌ ପଦରେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୧୧୦ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସୁପାରିସ କରାଯାଇଛି। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲା (ଡବ୍ଲୁପି(ସି) ନମ୍ବର ୧୮୫୨୧/ ୨୦୧୭)ର ଫଳାଫଳ ଉପରେ ପରୀକ୍ଷାଫଳର ଭବିଷ୍ୟତ ନିର୍ଭର କରିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୧୧୦ଟି ସିଭିଲ ଜଜ୍‌ … Continue reading ଓଜେଏସ୍‌ ପରୀକ୍ଷାରେ ୧୧୦ କୃତକାର୍ଯ୍ୟ